ବିରୋଧୀ ମେଣ୍ଟରେ ଫାଟ ? ଗୋଟିଏ ମଞ୍ଚରେ ଦେଖାଦେବେ ମୋଦୀ, ପାୱାର

ନୂଆଦିଲ୍ଲୀ : ଅଗଷ୍ଟ ୧ ରେ ମହାରାଷ୍ଟ୍ରର ପୁଣେରେ ହେବାକୁ ଥିବା ‘ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ସେପଟେ ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଞ୍ଚ ସେୟାର କରିବା ଖବରକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଅଗଷ୍ଟ … Continue reading ବିରୋଧୀ ମେଣ୍ଟରେ ଫାଟ ? ଗୋଟିଏ ମଞ୍ଚରେ ଦେଖାଦେବେ ମୋଦୀ, ପାୱାର